ଆଜିର ଖବର ବଢିବ ଲୋକସଭା ଆସନ ସଂଖ୍ୟା!: ୫୪୩ ରୁ ହେବ ୮୫୦ ନୂଆଦିଲ୍ଲୀ: ଲୋକସଭା ଆସନ ବଢାଇବାକୁ କେନ୍ଦ୍ରସରକାର ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ ବିଲ୍ ଅନୁସାରେ ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ରହିଛି। କେନ୍ଦ୍ରଶାସିତ…