Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଅଦାନୀ ଗୋଷ୍ଠୀ ବିରୋଧରେ ତଦନ୍ତ ପାଇଁ SEBI କୁ ତିନିମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିନ୍ଦେନବର୍ଗ ରିସର୍ଚ୍ଚର ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ SEBI କୁ ଆଉ ତିନି ମାସ ସମୟ ଦେଇଛନ୍ତି। ଅଗଷ୍ଟ ୧୪ ତାରିଖ ସୁଦ୍ଧା SEBI ର ତଦନ୍ତ ସମାପ୍ତ କରି କୋର୍ଟରେ ଏହାର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।