ଆଜିର ଖବର ଗମ୍ଭୀର ରୋଗର ଶିକାର ହେଲେ ଅଭିନେତ୍ରୀ ସୀମା ଦେଓ : ଅମିତାଭ-ରାଜେଶ ଖାନ୍ନାଙ୍କ ସହ କରିଛନ୍ତି କାମ ମୁମ୍ବାଇ : ମରାଠୀ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍ଜାଇମର୍ସ ରୋଗରେ ପୀଡ଼ିତ ଥିବାର…