ଆଜିର ଖବର ଆଜି ମହିଳା ବିଶ୍ଵକପରେ ଭାରତ-ଅଷ୍ଟ୍ରେଲିଆ ଲଢେଇ: ଜାଣନ୍ତୁ ଟିମ୍ ଇଣ୍ଡିଆର ସେମିଫାଇନାଲ୍ ରେକର୍ଡ ନୂଆଦିଲ୍ଲୀ: ୨୦୨୫ ICC ମହିଳା ବିଶ୍ୱକପ୍ ଏବେ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ।…