SFDR Technology Test

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ପକ୍ଷରୁ କଠିନ ଇନ୍ଧନ ପରିଚାଳିତ ରାମଜେଟ୍ (SFDR) ପ୍ରଯୁକ୍ତିର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ…