ଆଜିର ଖବର ଶିଖର ଧାୱନଙ୍କ ସାଥିରେ ଲକ୍ଷାଧିକ ଟଙ୍କାର ବଡ଼ ଠକେଇ: ରୁଜୁ ହେଲା ମାମଲା ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କ ପରିଚାଳନା କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତେଶ ଶାହଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଅମିତେଶ ଶାହ ମଧ୍ୟ…