ରାଜ୍ୟ ଖବର ଆଜି ଓଡିଶାରେ ପହଞ୍ଚିବ ସହୀଦ ସରୋଜ ଦାସଙ୍କ ମର ଶରୀର, ମୁଖ୍ୟମନ୍ତ୍ରୀଙ୍କ ଶୋକ ଭୁବନେଶ୍ବର: ଆଜି ସିକ୍କିମରୁ ଓଡିଆ ଶହୀଦ ସରୋଜ ଦାସଙ୍କ ମରଶରୀର ଗାଁକୁ ଆସିବ। ଗତକାଲିଠାରୁ ତାଙ୍କ ଗାଁ କାମାକ୍ଷାନଗର କେନ୍ଦୁଢିପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି। ପୁରା…