ଆଜିର ଖବର DRDO ନିର୍ମାଣ କଲା ମାରାତ୍ମକ କ୍ଷେପଣାସ୍ତ୍ର: ବୁଡ଼ାଜାହାଜରୁ ହେବ ଉତକ୍ଷେପଣ, ୪୦୦ କିମି ପର୍ଯ୍ୟନ୍ତ କରିବ ଟାର୍ଗେଟ ନୂଆଦିଲ୍ଲୀ: ଏକ ବୁଡ଼ାଜାହାଜରୁ ଉତକ୍ଷେପଣ କରିବାକୁ DRDO ଏକ ମାରାତ୍ମକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି। ଚଳିତ ବର୍ଷ ଫେବୃଆରୀ ମାସରେ, DRDO ଏହାର ଗୁପ୍ତ ପରୀକ୍ଷା କରିଥିଲା।…