ଜାତୀୟ ଖବର ସୂର୍ଯ୍ୟ ଅଭିଯାନ ପାଇଁ ଆଜି ଉତକ୍ଷେପଣ ହେବ ମହାକାଶଯାନ, ଆରମ୍ଭ ହେଲା କାଉଣ୍ଟ ଡାଉନ ନୂଆଦିଲ୍ଲୀ: ଚନ୍ଦ୍ରଯାନ-3 ର ସଫଳତା ପରେ ଆଜି ଉତକ୍ଷେପଣ ହେବ ସୂର୍ଯ୍ୟ ଅଭିଯାନର ମହାକାଶ ଯାନ। ଆଜି ପୂର୍ବାହ୍ନ ୧୧ଟା ୫୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ…