ଆଜିର ଖବର ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଈଶାନେଶ୍ୱର ବସ୍ତିରେ ଛୁରାମାଡ଼ ହୋଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ସ୍ତ୍ରୀକୁ ଛୁରାମାଡ଼ କରିଛି ।…