ଆଜିର ଖବର ଅଢେଇ ବର୍ଷ ପରେ ବାରବାଟୀକୁ ଫେରିଲା କ୍ରିକେଟ : ଡିସେମ୍ବର ୨୨ରେ ଇଣ୍ଡିଜ୍ ବିପକ୍ଷ ସିରିଜ୍ର ଅନ୍ତିମ ମ୍ୟାଚ୍ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ଅଢେଇ ବର୍ଷ ପରେ କଟକକୁ ଫେରିଛି ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତୃତୀୟ…