ଆଜିର ଖବର ସମୁଦ୍ର ପଥ ଦେଇ ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି: ନୌସେନା ମୁଖ୍ୟ ସୁନୀଲ ଲାନ୍ବା ସମୁଦ୍ର ପଥ ଦେଇ ଭାରତରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଛି ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁନୀଲ ଲାନ୍ବା ସତର୍କ କରାଇ ଦେଇଛନ୍ତି। ଭାରତରେ…