ଆଜିର ଖବର ସନ୍ଦିଗ୍ଧ କରୋନା ରୋଗୀ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ କଲେ ଆତ୍ମହତ୍ୟା ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀଠାରେ ଜଣେ କରୋନା ରୋଗୀ ଆତ୍ମହତ୍ୟା କରିଥିବାର ଖବର ମିଳିଛି…