ଅପରାଧ ଅନ୍ଧବିଶ୍ବାସର କୁପରିଣତି: ଦୁଇ ବର୍ଷର ଝିଅକୁ ହତ୍ୟା କଲା ବାପା ମୀରଟ: ଉତ୍ତର ପ୍ରଦେଶର ମୀରଟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ଧବିଶ୍ବାସ କାରଣରୁ ଜଣେ ତାନ୍ତ୍ରିକର ପରାମର୍ଶରେ ନିଜ ଦୁଇ ବର୍ଷର ଝିଅକୁ ହତ୍ୟା କରିଛି ଜହ୍ଲାଦ…