ଆଜିର ଖବର ଗ୍ରାହକଙ୍କୁ ଝଟ୍କା : ଟାରିଫ୍ ଦର ବୃଦ୍ଧି ନେଇ ଘୋଷଣା କଲେ ତିନି କମ୍ପାନୀ ମୁମ୍ବାଇ,2/12: ମୋବାଇଲ୍ ବ୍ୟବହାରକାରୀଙ୍କୁ ଝଟ୍କା । ଏଣିକି କଲ୍ ଏବଂ ଡାଟା ବ୍ୟବହାର ମହଙ୍ଗା ହେବାକୁ ଯାଉଛି । ରବିବାର ଦେଶର ତିନି ବୃହତ୍ତର କମ୍ପାନୀ ଭୋଡାଫୋନ୍-ଆଇଡିଆ,…