ଆଜିର ଖବର ଏକକାଳୀନ 57ଟି ଇଲେକ୍ଟ୍ରିକ୍ କାର କ୍ରୟ କଲେ ମହାରାଷ୍ଟ୍ର ସରକାର: ଜାଣନ୍ତୁ ଯୋଜନା ମୁମ୍ବାଇ: ଦେଶରେ ଇଲେକ୍ଟ୍ରିକ୍ ଯାନବାହନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ଏବେ ଦ୍ରୁତ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି…