Third Merit List

ଭୁବନେଶ୍ଵର: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ଆଜି ପ୍ରକାଶିତ ହୋଇଛି, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶିକ୍ଷାବର୍ଷ ୨୦୨୬-୨୭…