ବ୍ୟବସାୟ TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’ TiECon Bhubaneswar: ଦି ଇଣ୍ଡସ୍ ଏଂଟରପ୍ରିନ୍ୟୋର୍ସ (ଟାଇ) ଭୁବନେଶ୍ୱର ତରଫରୁ ଏହାର ପ୍ରମୁଖ ବାର୍ଷିକ ଉଦ୍ୟୋଗୀ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ, “ଟାଇକନ୍ ଭୁବନେଶ୍ୱର ୨୦୨୬ – ଓଡ଼ିଶା ଲିପ୍…