ଆଜିର ଖବର ପୋଲିସ ମୁଖ୍ୟାଳୟରେ ଅଘଟଣ: ପୋଖରୀରେ ବୁଡ଼ି ନବନିଯୁକ୍ତ ଗୃହରକ୍ଷୀଙ୍କ ମୃତ୍ୟୁ ଯାଜପୁର: ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ଦୁଃଖଦ ଅଘଟଣ ଘଟିଯାଇଛି। ବାରାକ ପରିସରରେ ଥିବା ପୋଖରୀରେ ବୁଡ଼ି ଜଣେ ନବନିଯୁକ୍ତ ଗୃହରକ୍ଷୀଙ୍କର ମୃତ୍ୟୁ ହୋଇଛି।…