ଜାତୀୟ ଖବର ଆସିଲା ଟ୍ରାଇ ରିପୋର୍ଟ, ଫେବୃୟାରୀ ମାସରେ ଓଡିଶାରୁ ଜିଓରେ ଯୋଡି ହେଲେ ଦୁଇ ଲକ୍ଷରୁ ଉର୍ଦ୍ଧ ଗ୍ରାହକ ଭୁବନେଶ୍ୱର: ଓଡ଼ିଶା ବଜାରରେ ଧିରେ ଧିରେ ରିଲାଏନ୍ସ ଜିଓ ତାହାର ସ୍ଥିତି ସୁଦୃଢ କରିବାରେ ଲାଗିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା…