ଜାତୀୟ ଖବର କରୋନା ଭାଇରସ ନେଇ ଆରମ୍ଭ ହେଲା ଗୁଜବ, ସାତୋଟି ତୁଳସୀ ପତ୍ର ଖାଇବାକୁ ଗୁଜବକାରୀଙ୍କ ପରାମର୍ଶ ଭୁବନେଶ୍ବର, ବର୍ତ୍ତମାନ ସାରା ପୃଥିବୀରେ କରୋନା ଭାଇରସ ନେଇ ଏକ ଆତଙ୍କର ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଏହା ବିଶ୍ବ ସ୍ବାସ୍ଥ୍ୟ ଜଗତ ପାଇଁ ଏକ ଚ୍ୟାଲେଜ…