ଆଜିର ଖବର ଓସ୍କାର ଦୌଡରୁ ବାଦ ପଡିଲା ଗଲିବୟ : ଟ୍ବିଟ୍ଟରରେ ଜୂରୀକୁ ସମାଲୋଚନା ମୁମ୍ବାଇ,18/12 : ଓସ୍କାର ଦୌଡରେ ରହିଥିବା ଏକମାତ୍ର ଭାରତୀୟ ଚଳଚିତ୍ର ଗଲିବୟ ଓସ୍କାର ଦୌଡରୁ ବାଦ ପଡିଛି । ମଙ୍ଗଳବାର ଓସ୍କାର କମିଟି ପକ୍ଷରୁ ଫିଲ୍ମଟି ବାଦ…