ଆଜିର ଖବର ରାମ ମନ୍ଦିର ପାଇଁ ମୋଦି ସରକାର ଅଧ୍ୟାଦେଶ ଆଣିବା ଜରୁରୀ : ଉଦ୍ଧବ ଠାକ୍ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ…