ବିଶେଷ ଖବର “ଉରୀ” ସିନେମାର ପ୍ରଯୋଜକ ମହାଶୟ, କୋଟିଏ ଟଙ୍କାର ବଦାନ୍ୟତା ଦେଖେଇବାକୁ ଆପଣଙ୍କୁ ସତରେ ଲାଜ ଲାଗୁନି!! ବୋଧାୟନ ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି…