ଆଜିର ଖବର ରାହୁଲଙ୍କ ବିପକ୍ଷରେ ନିର୍ବାଚନ ଲଢିବେ ଭାରତ ଧର୍ମ ଜନସେନା ମୁଖ୍ୟ ଭେଲ୍ଲାପଲ୍ଲୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ୍ରୁ ଲଢିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିଜେପି ରାହୁଲଙ୍କ ବିପକ୍ଷରେ ନିଜର ପ୍ରାର୍ଥୀ ଘୋଷଣା କରିଛି।…