ଆଜିର ଖବର ୧୦ ବର୍ଷ ପୂର୍ବେ ବିଜେପି କର୍ମୀଙ୍କୁ ହତ୍ୟା ମାମଲା: କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ନୂଆଦିଲ୍ଲୀ: ବିଜେପି କର୍ମୀ ଯୋଗେଶ ଗୌଡ଼ାଙ୍କ ହତ୍ୟା ମାମଲାରେ ଏକ ସ୍ୱତନ୍ତ୍ର କୋର୍ଟ କଂଗ୍ରେସ ବିଧାୟକ ବିନୟ କୁଲକର୍ଣ୍ଣିଙ୍କ ସମେତ ୧୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…