Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ବୃକ୍ଷାସନ ଭିଡିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଯୋଗ ଦିବସକୁ ଦୃଷ୍ଟିରେ ରଖି ବୃକ୍ଷାସନର ଉପଯୋଗିତାକୁ ବର୍ଣ୍ଣନା କରି ଏକ ବିସ୍ତୃତ ଯୋଗ ଭିଡିଓ ଶେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;

“ବୃକ୍ଷାସନ କିମ୍ବା ଗଛ ମୁଦ୍ରା ଶାରୀରିକ ସନ୍ତୁଳନ ଏବଂ ସ୍ଥିତିରେ ଉନ୍ନତି ଆଣିବା ସହ ଏହାର ବିଭିନ୍ନ ଉପାଦେୟତା ମଧ୍ୟ ରହିଛି।”

“ବୃକ୍ଷାସନ କିମ୍ବା ଗଛ ମୁଦ୍ରାରେ କରାଯାଉଥିବା ଆସନର ବହୁ ଲାଭ ରହିଛି। ଏହା ଶରୀରର ସନ୍ତୁଳନକୁ ଅଧିକ ଭଲ କରିବା ସହ ମଜଭୁତ କରିଥାଏ।”

https://x.com/narendramodi/status/1800731657181311109