ଆଜିର ଖବର ରାଜ୍ୟ ସରକାରଙ୍କ ବଡ ଘୋଷଣା: ସୂର୍ଯ୍ୟ ପରାଗ ପାଇଁ ଅକ୍ଟୋବର ୨୫ ରେ ହେବ ସରକାରୀ ଛୁଟି ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ତଦନୁଯାୟୀ ଅକ୍ଟୋବର ୨୫ ତାରିଖ ମଙ୍ଗଳବାର…