ଆଜିର ଖବର ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ ନୂଆଦିଲ୍ଲୀ: ମହିଳା ଅଣ୍ଡର-୧୯ ବିଶ୍ୱକପରେ ଭାରତ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧୨୨ ରନରେ ଜିତିଛି। ଭାରତୀୟ ଦଳ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ…