ଆଜିର ଖବର ଚିଲିକାରେ କରୋନା କଟକଣା: ଜାଣନ୍ତୁ ବିବାହ ଉତ୍ସବ ପାଇଁ କେଉଁଠୁ ଏବଂ କିପରି ପାଇବେ ଅନୁମତି ପତ୍ର ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରିଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଧୀରେ ଧୀରେ କଡାକଡି…