ଆଜିର ଖବର ଗିରଫ ହେବା ପରେ ବିଜେଡିରୁ ନିଲମ୍ବନ ହେଲେ କରର୍ପୋରେଟର ଅମରେଶ ଜେନା ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ବିଏମସି କରର୍ପୋରେଟର ଅମରେଶ ଜେନା। ଲକ୍ଷ୍ମୀସାଗର ପୋଲିସ ତାଙ୍କୁ ବାଲେଶ୍ବରରୁ ଗିରଫ କରିଛି। ଏହି ଖବର ଜଣାପଡିବା ପରେ…