ଆଜିର ଖବର ଟ୍ରକ୍ ଧକ୍କାରେ ଭାଙ୍ଗିଗଲା ଦ୍ଵିତୀୟ କୋଣାର୍କ ମନ୍ଦିରର ଅରୁଣ ସ୍ତମ୍ଭ କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ପୋଲସରା ପଟୁ ଏକ ସାର ବୋଝେଇ ଟ୍ରକ (ଓଆର୍ ୦୭ କେ ୯୯୪୧) ବୁଗୁଡ଼ା ବଡ଼ଦାଣ୍ଡରେ ପ୍ରବେଶ କରିଥିଲା। କିନ୍ତୁ ମୁଖ୍ୟ…