ଆଜିର ଖବର ମହାଭାରତ ଯୁଦ୍ଧ ବେଳେ ସେହି ଟିକି ଚଢେଇ ଆଉ ତା’ ବସାରେ ସୁରକ୍ଷିତ ଥିବା ପୁରା ପରିବାର କଥା ମହାଭାରତର ଅନ୍ତିମ ପଯ୍ୟାୟ। ମହାଯୁଦ୍ଧର ସ୍ଥାନ ଚୁଡାନ୍ତ ସରିଛି। କୁରୁକ୍ଷେତ୍ରର ବିଶାଳ ପ୍ରାନ୍ତରକୁ ରଣକ୍ଷେତ୍ର ପାଇଁ ନିର୍ମାଣ ଚାଲିଥାଏ। ବୃକ୍ଷ ଗୁଡ଼ିକୁ ଛେଦନ କରି ଭୂମିକୁ ସମତଳ…