ଆଜିର ଖବର ଶ୍ରୀଜିଉମାନଙ୍କ ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ କଳେ ରାଜ୍ୟପାଳ ବ୍ରହ୍ମଗିରି: ଶ୍ରୀଜିଉମାନଙ୍କ ଅଣସର ଅବସରରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଅଲାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟବାସୀଙ୍କ ଶାନ୍ତି, ସମୃଦ୍ଧି…