ଆଜିର ଖବର ଖାଲି ପେଟରେ କେଉଁ ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ ଖାଇବା ସମୟ ଏବଂ ପଦ୍ଧତି ଭୁବନେଶ୍ଵର: ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଫିଟ୍ ରହିବା ଏକ ବଡ଼ ଆହ୍ଵାନ। ଫିଟ୍ ରହିବା ପାଇଁ ଶରୀରକୁ ଉପଯୁକ୍ତ ପରିମାଣର ପୁଷ୍ଟିକର ଖାଦ୍ୟ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।…