ଜାତୀୟ ଖବର ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ ଆଇଇଡବ୍ଲୁ -୨୦୨୫: କେନ୍ଦ୍ର ମନ୍ତ୍ରୀ ହରଦୀପ ଏସ୍ ପୁରୀ ନୂଆଦିଲ୍ଲୀ: ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) – ୨୦୨୫। ୧ ଲକ୍ଷ…