ଆଜିର ଖବର ଅଲ-କାଏଦା ସହିତ ଜଡିତ ଆତଙ୍କବାଦୀ ନେଟୱାର୍କ ବିରୋଧରେ ପାଞ୍ଚଟି ରାଜ୍ୟରେ NIA ର ଚଢାଉ ନୂଆଦିଲ୍ଲୀ: ଅଲ-କାଏଦା ସହିତ ଜଡିତ ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (NIA) ବୁଧବାର ପାଞ୍ଚଟି ରାଜ୍ୟର ଦଶଟି ସ୍ଥାନରେ ଏକକାଳୀନ ଚଢାଉ କରିଛି।…