ଅନ୍ତରାଷ୍ଟ୍ରୀୟ ଫ୍ରାନ୍ସର ଏୟାର ଷ୍ଟ୍ରାଇକରେ ଟଳିଲେ ୫୦ ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ ନାଇଜର: ଫ୍ରାନ୍ସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ ଦ୍ୱାରା ୫୦ ଅଲ-କାଏଦା ଆତଙ୍କିଙ୍କୁ ହତ୍ୟା କରିଥିବା ସୂଚନା…