ଆଜିର ଖବର ଆଦାନୀ ମୋଦୀ ସଂପର୍କକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପୋଷ୍ଟକାର୍ଡ କ୍ୟାମ୍ପେନ ଭୁବନେଶ୍ୱର: ଏନ୍ଏସୟୁଆଇର ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ “ମୋଦି-ଆଦାନୀ” ମଧୂଚନ୍ଦ୍ରିକା ପ୍ରସଙ୍ଗରେ ଏକ ପୋଷ୍ଟକାର୍ଡ କ୍ୟାମ୍ପେନ ହୋଇଥିଲା। ଭୁବନେଶ୍ୱର ସ୍ଥିତ…