ଆଦିବାସୀ କାର୍ଡ

ନୂଆଦିଲ୍ଲୀ: ଶିବସେନା ସଭାପତି ଉଦ୍ଧବ ଠାକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ବଢିବାରେ…