ଆଜିର ଖବର Online drivers protest: ମାଷ୍ଟରକ୍ୟାଣ୍ଟିନ୍ରେ ଅନ୍ଲାଇନ୍ ଚାଳକଙ୍କ ତାଣ୍ଡବ, ୧୫ରୁ ଅଧିକ ଗାଡ଼ି ଭଙ୍ଗାରୁଜା ଭୁବନେଶ୍ୱର: ୩୦ ଦଫା ଦାବି ନେଇ ତିନି ଦିନ ଧରି ଆନ୍ଦୋଳନ କରୁଥିବା ଅନ୍ଲାଇନ୍ ଚାଳକଙ୍କ ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତାରୋକକୁ…