ବିଶେଷ ଖବର ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ସୁରକ୍ଷା ନେଇ ମୁଣ୍ଡ ପୁରାଇଲା କମିଶନରେଟ ପୋଲିସ ଭୁବନେଶ୍ବର: ସୁରକ୍ଷା ଭିତରେ ଥିବା ଆପାର୍ଟମେଣ୍ଟରୁ ବାରମ୍ବାର ଚୋରୀ ପରେ ଏବେ ସେଥିରେ ମୁଣ୍ଡ ପୁରାଇଛି କମିଶନରେଟ ପୋଲିସ। ଏ ନେଇ ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟେକ୍ଷ…