ବିଶେଷ ଖବର ଆଶାୟୀ ପ୍ରାର୍ଥୀମାନଙ୍କୁ ସତର୍କ କରାଇଲା ପୂର୍ବତଟ ରେଳପଥ: ଦଲାଲମାନଙ୍କ ଜାଲରେ ନପଡିବାକୁ ଦେଲା ପରାମର୍ଶ ଭୁବନେଶ୍ବର: ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି…