ଆଜିର ଖବର ଘରେ ବସି ପାଇବେ ସେବା: ଡଙ୍ଗରିଆ କନ୍ଧମାନଙ୍କ ପାଇଁ ଅଭିନବ ପ୍ରୟାସ ଆରମ୍ଭ କଲା ଜିଲ୍ଲା ପ୍ରଶାସନ ଭୁବନେଶ୍ଵର: ଏଣିକି ନିୟମଗିରିର ଡଙ୍ଗରିଆ କନ୍ଧମାନେ ପଞ୍ଚାୟତକୁ ନ ଯାଇ ନିଜ ଘର ବାରଣ୍ଡାରେ ସେମାନଙ୍କ ଭତ୍ତା ରାଶି ପାଇପାରିବେ। ସେମାନଙ୍କ ଦୁଆର ମୁହଁରେ ସେବା ଓ…