ଆଞ୍ଚଳିକ ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସୁନାବେଶ, ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଏହି ତିଥିରେ ଜଗତର ନାଥ ଜଗନ୍ନାଥ ସୁନାବେଶ ହୁଅନ୍ତି। ପୁରୀରେ ସୁନାବେଶ ଦର୍ଶନ ନିମନ୍ତେ…