ଆଜିର ଖବର ୮ ଦଫା ଦାବି ନେଇ ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଆମରଣ ଅନଶନ ଭୁବନେଶ୍ୱର: ବିଗତ ନଭେମ୍ବର ୦୬ ତାରିଖରୁ ରାଜ୍ୟରେ ୦୮ ଦଫା ଦାବି ଯଥା- ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି…