ଇ-ଟ୍ରାନ୍ସପ୍ଲାଣ୍ଟ

ନୂଆଦିଲ୍ଲୀ : ଦେଶରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ଏବଂ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସୋମବାର 16ତମ ଭାରତୀୟ ଅଙ୍ଗଦାନ ଦିବସ ପାଳନ କରାଯାଇଛି।…