ବିଶେଷ ଖବର ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଛାତ୍ର ଯୁବ ବିଜେଡିର ବିକ୍ଷୋଭ, ହଜାର ହଜାର କର୍ମିଙ୍କ ଯୋଗଦାନ ଭୁବନେଶ୍ୱର : ଇନ୍ଧନ ମୂଲ୍ୟ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବିଜେଡିର ଛାମୁଆ ସଂଗଠନଗୁଡିକ ଆଜି ରାଜଧାନୀରେ କେନ୍ଦ୍ର ସରକାରଙ୍କ…