ଜାତୀୟ ଖବର ଓଡିଶାରେ ନୂଆ ବିମାନ ବନ୍ଦର ନେଇ କେନ୍ଦ୍ର ଅଧିକାରୀଙ୍କ ସହିତ ହେଲା ବୈଠକ, ଖୁବ ଶିଘ୍ର ହେବ ଘୋଷଣା ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ…