ଜାତୀୟ ଖବର ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ ନୂଆଦିଲ୍ଲୀ: ଭାରତ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦିନକୁ ଦିନ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସୀ ହେବାରେ ଲାଗିଛି। ଆସନ୍ତା କିଛି ସପ୍ତାହରେ ଏହା ଅତିରିକ୍ତ ୨୦ ହଜାର ଗ୍ରାଫିକ୍ସ…